କଅଁଳକହୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଅଁଳକହୀ
ଉଚ୍ଚାରଣ: Kaañḻakahī

(କଅଁଳକୁହା—ପୁଂ)

ଦେ. ବିଣ. ସ୍ତ୍ରୀ. (ସଂ. କୋମଳ+କଥ୍ ଧାତୁ) —

କଅଁଳକୁହାର ସ୍ତ୍ରୀଲିଙ୍ଗ — Feminine of kaañḻakuhā.

କଅଁଳକହୀ ରାଧା, ଘରକୁ ଗଲେ କଥା ନ କହନ୍ତି ବାଟରେ ବଡ଼ ଶରଧା ଢଗ