କଇଁକଇଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଇଁକଇଁ
ଉଚ୍ଚାରଣ: Kaiñkaiñ

ଦେ. ଅ. (ଧ୍ଵନ୍ୟନୁକରଣ) —

କୋହରେଇ ହୋଇ (କ୍ରନ୍ଦନକରିବା); ମୁହୁର୍ମୁହୁ ନିଶ୍ବାସ ବନ୍ଦ କରି (କାନ୍ଦିବା); ହିକ୍କା ଛାଡ଼ି କାନ୍ଦୁଥିବା ଅବସ୍ଥାରେ —(to cry) With hiccups.

କଇଁକଇଁ ହୋଇ କହିଲା—ମୁଁ କଣ କରିବି? ଫକୀରମୋହନ, ଛମାଣଆଠଗୁଣ୍ଠ