କଇଁରୀ କଣ୍ଟିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଇଁରୀ କଣ୍ଟିଆ
ଉଚ୍ଚାରଣ: Kaiñrī kaṇṭiā

ପ୍ରାଦେ. (ଗଡ଼ଜାତ ଓ ସମ୍ବଲପୁର ବି. (ସଂ. କପିଳ ଓ କଣ୍ଟକ) —

କପିଳବର୍ଣ୍ଣର ଛୋଟ କଙ୍କଡ଼ାବିଛା — A small grey scorpion.

[ଦ୍ର—ଏହାର ନାହୁଡ଼ ଅତି ବିଷାକ୍ତ ଓ ଦଂଶନ ଅତି ୟନ୍ତ୍ରଣାଦାୟକ]