କଇଦି ହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଇଦି ହେବା
ଉଚ୍ଚାରଣ: Kaidi hebā
কএদহওয়া कैदहोना

ଦେ. କ୍ରି —

୧: କାରାବାସ ଦଣ୍ଡ ଭୋଗ କରିବା — ୧. To be under imprisonment.

୨: କାରାରୁଦ୍ଧ ହେବା — ୨. To be imprisoned.

ଦେ. କ୍ରି —

କାରାଦଣ୍ଡ ଆଜ୍ଞା ପ୍ରାପ୍ତ ହେବା — To be sentenced to imprisonment.