କଉଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଉଁ
ଉଚ୍ଚାରଣ: Kauñ

ଗ୍ରା. ସର୍ବ. (ସଂ. କିମ୍) —

କେଉଁ; କି — What; which.

କଇଁ ଗୁଣେ କଇଁ ନାଲୀ ହେବ ସମ—ଦୀନକୃଷ୍ଣ, ଜଗମୋହନ