କଉଡ଼ିକାମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଉଡ଼ିକାମ
ଉଚ୍ଚାରଣ: Kauṟḍ̠ikāma

ଦେ. ବି. —

କଉଡ଼ି ଦ୍ବାରା ସୂତାରେ ତିଆରି ହୋଇଥିବା ମାଳ, ମାଣ, ଗଉଣୀ ଆଦି — Wicker work overlaid with shells; Necklace strung with shells.

[ଦ୍ର—କଉଡ଼ି ପେଟରେ ସୂତା ଗଳାଇ ଦର୍ପଣ, ମାଣ, ଗଉଣୀ, ବିଞ୍ଚଣା ଆଦିର ଉପରେ ନାନା ପ୍ରକାର କାରୁକାର୍ଯ୍ୟ କରାଯାଏ]