କଉଳବ୍ରତୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଉଳବ୍ରତୀ
ଉଚ୍ଚାରଣ: kauḻabratī

ଗ୍ରା. (ପ୍ରାଚୀନ ପଦ୍ୟ) ବିଣ. ସ୍ତ୍ରୀ (ସଂ. କୁଳ+ବ୍ରତ) —

ପତିବ୍ରତା; ସତୀ —Chaste (Woman); devoted (wife).

କଉଳବ୍ରତୀବ୍ରତ ସିନ୍ଧୁ କୁମ୍ଭଜ ସୁବଂଶୀ ଧ୍ଵନି ମନ୍ତ୍ର ଦୀକ୍ଷା ଆଚାର୍ୟ୍ୟ ଅଭିମନ୍ୟୁ, ବିଦଗୃଚିନ୍ତାମଣି