କଉଶଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଉଶଳ
ଉଚ୍ଚାରଣ: kauṡaḻa

ଗ୍ରା. (ପଦ୍ୟ) ବି.—(ସଂ. କୌଶଳ) —

୧: କୌଶଳ (ଦେଖ) ୧. K&aline;&uline;ṡaḻa (See)

୨: କୋଶଳ ଦେଶ ବା ରାଜ୍ୟ — ୨. The kingdom of Koṡaḻa.

କଉଶଳେ କଉଶଳେ ଡଗର ଯାଇ ଭଞ୍ଜ, ପ୍ରେମସୁଧାନିଧି