କଉଶେୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଉଶେୟ
ଉଚ୍ଚାରଣ: kauṡeya

ଗ୍ରା. ପଦ୍ୟ. ବିଣ (ସଂ. କୌଶେୟ) —

କୌଶେୟ (ଦେଖ) k&aline;&uline;ṡeya (See)

ବାରି ତେ କି ଦେଲେ ଶଙ୍ଖେ ଶଙ୍ଖେ ରତନ, ବତ୍ସାସହ ଧେନୁ କଉଶେୟ ବସନ ଭଞ୍ଜ, ବୈଦେହୀଶବିଳାସ