କକୁଭ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକୁଭ୍
ଉଚ୍ଚାରଣ: Kakubh

ସଂ. ବି. (କ=ବାୟୁ+ସ୍କୁମ୍ଭ ଧାତୁ=ବିସ୍ତାର କରିବା+କର୍ତ୍ତୃ. କ୍ବିପ୍; ୟାହା ବାୟୁକୁ ବିସ୍ତୃତ କରାଏ) —

୧: ଦିକ୍; ଦିଗ — ୧. A point of the compass; quarter of the globe.

୨: ଶୋଭା —୨. Beauty; splendour.

୩: ଦେଶ —୩. Region.

୪: ଚମ୍ପକମାଳା; ଚମ୍ପାଫୁଲର ମାଳ — ୪. A garland of champaka-flowers.

୫: ଚମ୍ପକ ଶାଖା; ଚମ୍ପାଗଛର ଡାଳ — ୫. A branch of the champaka tree.

୬: ବୈଦିକ ଛନ୍ଦୋବିଶେଷ —୬. A vedic metre.

୭: ଶାସ୍ତ୍ର —୭. Sacred book; scripture.