କକ୍ଷକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକ୍ଷକ
ଉଚ୍ଚାରଣ: Kakshaka

ସଂ. ବି. (ନାମ) —

ରାଜା ଜନମେଜୟଙ୍କ ଅନୁଷ୍ଠିତ ସର୍ପୟଜ୍ଞରେ ଦଗ୍ଧୀଭୂତ ସର୍ପବିଶେଷ — Name of a serpent burnt in the snake-sacrifice performed by king Janamejaya.