କକ୍ଷଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକ୍ଷଣୀ
ଉଚ୍ଚାରଣ: Kakshaṇī

ଗ୍ରା. ବି. ସ୍ତ୍ରୀ —

ଗ୍ରାମଦେବୀବିଶେଷ — Name of a popular Goddess.

କକ୍ଷଣୀ ଭକ୍ଷଣୀ ଯେ ଅମ୍ବିକା ଉଗ୍ରତାରା— ସାରଳାମହାଭାରତ, ଶଲ୍ୟ