କକ୍ଷପୁଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକ୍ଷପୁଟ
ଉଚ୍ଚାରଣ: Kakshapuṭa

ସଂ. ବି. (କକ୍ଷ=କାଖ+ପୁଟ=ପାତ୍ର; କାଖରେ ଥିବା ପାତ୍ର— ପରି ଅଂଶ) —

କାଖସନ୍ଧି; କାଖ ଭିତରେ ଥିବା ଖାଲୁଆ ଜାଗା — The cavity below the arm; arm-pit.