କକ୍ଷାବନ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକ୍ଷାବନ୍ତ
ଉଚ୍ଚାରଣ: Kakshābanta

ଦେ. ବିଣ. —

ପ୍ରତିଜ୍ଞାବଦ୍ଧ —Determined; resolved.

ବହି କରେ କପି କକ୍ଷାବନ୍ତ ବଡ଼ ବରଷେ ରୋଷେ ଶେଷେ ସେ ଭଞ୍ଜ, ବୈଦେହୀଶବିଳାସ