କଙ୍କଣା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଙ୍କଣା
ଉଚ୍ଚାରଣ: Kaṅkaṇā

ଦେ. (ପଦ୍ୟ) ବି. (ସଂ. କଙ୍କଣ) —

୧: ଜଳକଣା — ୧. Particles of water.

୨: (ଲକ୍ଷଣାର୍ଥେ) ଲୁହ —୨. Tears.

ଭାବବତିସଲକ୍ଷଣା ଗତି ନେତ୍ର ସୁପଦ୍ମରାଗ କଙ୍କଣା ଭଞ୍ଜ, ପ୍ରେମସୁଧାନିଧି