କଙ୍କପତ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଙ୍କପତ୍ର
ଉଚ୍ଚାରଣ: Kaṅkapatra

ସଂ. ବି. ( ୬: ଷ୍ଠୀ ତତ୍; କଙ୍କ=କଙ୍କପକ୍ଷୀ+ପତ୍ର=ପକ୍ଷ) —

୧: ବଢ଼ିଆକାଙ୍କର ପକ୍ଷ — ୧. Flamingo feather.

୨: (ଏହା କଙ୍କପକ୍ଷଯୁକ୍ତ ଥିବାରୁ; ବହୁବ୍ରୀହି; କଙ୍କ+ପକ୍ଷ)— ବାଣ; ଶର —୨. Arrow furnished with flamingo-feather.

ବୃଜିନକୁ ଛେଦି ତୋ କଙ୍କପତ୍ରେ ଭଞ୍ଜ. ବୈଦେହିଶବିଳାସ

ସଂ. ବିଣ. —

କଙ୍କପକ୍ଷଯୁକ୍ତ —Furnished with flamingo feather.