କଙ୍କିଧରଣ ମାଆ ମରଣ
ଦେଖଣା
କଙ୍କିଧରଣ ମାଆ ମରଣ —
ଉଚ୍ଚାରଣ: Kaṅkidharaṇa māā maraṇa
ଦେ. ପ୍ରବଚନ —
ପିଲାମାନେ କଙ୍କି ଧରିବାକୁ ସୁଖପାଆନ୍ତି ସେମାନଙ୍କୁ ତହିଁରୁ ନିବର୍ତ୍ତାଇବା ପାଇଁ ଏ ପ୍ରବଚନ ପ୍ରୟୁଜ୍ୟ;—କଙ୍କି ଧଇଲେ ମା ମରିୟିବ —(A saying intended to make children desist from catching dragon-flies) To catch dragon-flies portends mother's death.