କଙ୍ଗାରୁ
ଦେଖଣା
କଙ୍ଗାରୁ —
ଉଚ୍ଚାରଣ: Kaṅgāru
ବୈଦେ. ବି. (ଅଷ୍ଟ୍ରେଲିଆ ଦେଶୀୟ ଭାଷା) —
ଅଷ୍ଟ୍ରେଲିଆର ଦ୍ବିଗର୍ଭ ବନ୍ୟଜନ୍ତୁବିଶେଷ —Kangaroo; Macropus major.
[ଦ୍ର—ଏମାନଙ୍କ ଆଗଗୋଡ଼ ସାନ, ଏମାନେ ଉଚ୍ଚରେ ୧୪: ଫୁଟ ପର୍ଯ୍ୟନ୍ତ ବଢ଼ନ୍ତି; ଏମାନଙ୍କ ତଳିପେଟକୁ ଲାଗି ଗୋଟିଏ ଚମର ମୁଣି ବା ପକେଟ୍ ଥାଏ, ସେ ମୁଣିରେ ଏମାନେ ଛୁଆଙ୍କୁ ପୁରାଇ ବିଚରଣ କରନ୍ତି ଏମାନଙ୍କ ପଛ ଗୋଡ଼ ଓ ଲାଞ୍ଜ ବଡ଼]