କଙ୍ଗୋଦ ରାଜ୍ୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଙ୍ଗୋଦ ରାଜ୍ୟ
ଉଚ୍ଚାରଣ: Kaṅgoda rājya

ଦେ. ବି. (ପ୍ରାଚୀନ ନାମ) —

ଓଡ଼ିଶାର ପ୍ରାଚୀନ ରାଜ୍ୟ— ବିଶେଷ — An ancient state of Oṟḍ̠iṡā

[ଦ୍ର—ଆଧୁନିକ ବାଣପୁର, ଖଲ୍ଲିକୋଟ, ଗଞ୍ଜାମର ଆଠଗଡ଼, ରଣପୁର ଓ ନୂଆଗଡ଼ ଘେନି ଏ ରାଜ୍ୟ ଗଠିତ ହୋଇଥିଲା ଓ ସମ୍ଭବତଃ ଖୋରଧା ଅନ୍ତର୍ଗତ ଆଧୁନିକ ବାଣପୁର ଏହି ରାଜ୍ୟର ରାଜଧାନୀ ଥିଲା ଓ କରବଂଶୀୟ ରାଜାମାନେ ଏଠାରେ ରାଜହ କରୁଥଇଲେ— କୃପାସିନ୍ଧୁ. ଉତ୍କଳ ଇତିହାସ]