କଚଟି
ଦେଖଣା
କଚଟି —
ଉଚ୍ଚାରଣ: Kachaṭi
হাতেরকজা
पहुँचा
ଦେ. ବି. —
୧: ହାତଗଣ୍ଠି; ପାପୁଲି ଓ ନଳି ହାତ ମଧ୍ୟରେ ଥିବା ଗଣ୍ଠି —୧. Wrist.
କଚଟିରେ ପଇଞ୍ଚ ଖଡ଼କିକି ଲାଇ ବାହାରିଲେ ବାହାମାନଙ୍କୁ ଚହଟାଇ କୃଷ୍ଣସିଂହ. ମହାଭାରତ. ବିରାଟ
୨: ହସ୍ତାଳଙ୍କାରବିଶେଷ —୨. Wristlet.
କଚଟି ବାହୁଟି ଆଦି କଟି ଓଡ଼ିଆଣୀ ମତ୍ସ୍ୟପୁରାଣ
୩: କଟି ପାର୍ଶ୍ବସ୍ଥ ହାଡ଼ — ୩. The bones on the sides of the loins.