କଚଟିଆ
ଦେଖଣା
କଚଟିଆ —
ଉଚ୍ଚାରଣ: Kachaṭiā
लसलसा, चिपचिपा
ଦେ. ବିଣ. (ସଂ. କଚ୍ଚର) —
୧: ଚେମଡ଼ା —୧. Tenacious.
୨: ଅତି ମଳିଆ; କୋତରା — ୨. Very unclean; dirty.
୩: କସୋଟିଆ; ଅତି କୃପଣ; ଗଣ୍ଠିଆ — ୩. Very miserly.
କଚଟିଆ —
ଉଚ୍ଚାରଣ: Kachaṭiā
लसलसा, चिपचिपा
ଦେ. ବିଣ. (ସଂ. କଚ୍ଚର) —
୧: ଚେମଡ଼ା —୧. Tenacious.
୨: ଅତି ମଳିଆ; କୋତରା — ୨. Very unclean; dirty.
୩: କସୋଟିଆ; ଅତି କୃପଣ; ଗଣ୍ଠିଆ — ୩. Very miserly.