Jump to content

କଚଟ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚଟ୍
ଉଚ୍ଚାରଣ: Kachaṭ

ଦେ. ବିଣ. (ସଂ. କଚର) —

୧: ଚେମଡ଼ା; କୋଚଟ —୧. Tough; tenacious.

୨: ମଳିଆ; କୋତରା —୨. Unclean; dirty.

୩: ଅତି କୃପଣ —୩. Miserly.