Jump to content

କଚଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚଡ଼ା
ଉଚ୍ଚାରଣ: Kachaṟḍ̠ā
আছাড় पटक

ଦେ. ବି. —

୧: ଗୋଡ଼ ଖସି ପିଚା ମାଡ଼ି ପଡ଼ିୟିବା — ୧. Falling down with buttocks on the ground with a thud.

ପୀରତି ପଥ ଖସଡ଼ା ନ ଜାଣି ତହିଁକି ପଦ ବଢ଼ାଇଲେ ପଦ ପଦକେ କଚଡ଼ା ପ୍ରାଚୀନ ସଙ୍ଗୀତ

୨: କୌଣସି ପଦାର୍ଥକୁ ଉପରକୁ ଟେକି ସଂବଳେ ନିମ୍ନକୁ ଫୋପାଡ଼ି ଦେବା —୨. Forcibly dashing a thing down with a thud.

୩: ମୂଳରୁ ନଡ଼ା ସହିତ କାଟି ବିଲରେ ରଖା ୟାଇଥିବା ଧାନ ଗଛ —୩. The paddy plants laid on the field after cutting them off from the roots.

ଦେ. ବିଣ. —

ମୂଳରୁ କଟା ହୋଇ ବିଲରେ ଧାଡ଼ି ଧାଡ଼ି ହୋଇ ଗୋଛାରେ ରଖା ୟାଇଥିବା (ଧାନ ଗଛ) — Kept in rows after being cut off from the roots (said of ripe paddy plants).

[ଦ୍ର—ଧାନକୁ ପ୍ରଥମେ ମୂଳରୁ କାଟି କଚଡ଼ା ପକାଇବା ପରେ ପୁଣି ତହିଁର ଅଗକୁ ଧାନ କେଣ୍ଡ଼ାୟାକ କଟା ୟାଇ ହଳା ବନ୍ଧା ଯାଏ ଓ ମୂଳ ଅଂଶକୁ ନଡ଼ା କରି ବିଡ଼ା ବନ୍ଧା ହୁଏ]