Jump to content

କଚଡ଼ା ଖାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚଡ଼ା ଖାଇବା
ଉଚ୍ଚାରଣ: Kachaṟḍ̠ā khāibā
আছাড়খাওয়া पटकखाना

ଦେ. କ୍ରି —

ଗୋଡ଼ ଖସି ୟାଇ ଭୂମିରେ ପିଚାମାଡ଼ି ପଡ଼ିୟିବା —To fall down with a thump.