Jump to content

କଚରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚରା
ଉଚ୍ଚାରଣ: Kacharā
কচড়া; কচরা कुड़ाकरकट

ଦେ. ବି. (କଚ୍ଚର+ଆ; କିମ୍ବା ସଂ. କର୍କର) —

ଅଳିଆ; ଝାଟୁଆ — Refuse; sweepings.

ବିଣ. —

୧: ସନ୍ତସନ୍ତିଆ —୧. Wet; moist.

୨: କର୍ଦ୍ଦମମୟ —୨. Muddy.