କଚରା ପକାଇବା
ଦେଖଣା
କଚରା ପକାଇବା —
ଉଚ୍ଚାରଣ: Kacharā pakāibā
ଦେ. କ୍ରି —
ପାଚିଲା ଧାନଗଛକୁ ମୂଳରୁ କାଟି ବିଲରେ ଖୋଳାଇ କରି ରଖିବା — To spread the ripe paddy plants in the field after cutting them.
[ଦ୍ର—କଚରା ପଡ଼ିଥିବା ଧାନଗଛରେ ପବନ ଓ ଖଁରା ବାଜି— ଗଲେ ତହିଁରେ ଅଗ କଟାୟାଇ ବିଡ଼ା ବନ୍ଧାଯାଏ ଏବଂ ମୂଳ ନଡ଼ା ବନ୍ଧାଯାଏ]