Jump to content

କଚର୍ କଚର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚର୍ କଚର୍
ଉଚ୍ଚାରଣ: Kachar kachar
কচমচ, কচরমচর

ଦେ. ବିଣ. (ସଂ. କଚ୍ଛ) —

୧: କର୍ଦ୍ଦମମୟ —୧. Muddy.

୨: ଆଦ୍ର —୨. Wet.

ଦେ. ଅ—(ଧ୍ଵନ୍ୟନୁକରଣ) —

୧: ମୂଳା, କାକୁଡ଼ି ଆଦି କଞ୍ଚା ଫଳକୁ ଚୋବାଇବାର ଶବ୍ଦ — ୧. Cracking like raw vegetables when chewed.

୨: କଚ୍କଚ୍ (ଦେଖ) ୨. Kachkach (See)