Jump to content

କଚା କାମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚା କାମ
ଉଚ୍ଚାରଣ: Kachā kāma
কাঁচাকাম कच्चाकाम

ଦେ. ବି. —

୧: ମାଟିରେ ତିଆରି କାମ; ମାଟି ଗାନ୍ଥିନି — ୧. Mud masonry.

୨: ଅଚିରସ୍ଥାୟୀ ଓ ଅୟତ୍ନକୃତ କାର୍ଯ୍ୟ — ୨. Any work not well-done.