କଚା ଘର
ଦେଖଣା
କଚା ଘର —
ଉଚ୍ଚାରଣ: Kachā ghara
কচ্চা ঘর
कच्चाघर
ଦେ. ବି. —
୧: ମାଟିକାନ୍ଥ ଥିବା ଘର; କାଇଘର — ୧. A house with mud walls.
୨: ଛପର ଘର — ୨. Thatched house.
୩: ଯେଉଁ ଘରର କାନ୍ଥ ଆଦିର ମାଟି ଗାନ୍ଥିନି ଅଟେ — ୩. A house with mud masonry.
[ଦ୍ର—କଚା କାନ୍ଥ, କଚା ବାରଣ୍ଡା, କଚା ଛାତ ପ୍ରଭୃତି ଶଦ୍ଦ ଘରର ସେହି ସେହି ଅଂଶ ଅର୍ଥରେ ପ୍ରଯୁକ୍ତ ହୁଏ]