Jump to content

କଚିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚିବା
ଉଚ୍ଚାରଣ: Kachibā
কাচা दे मारना

ଦେ. କ୍ରି —

୧: ଉପରକୁ ଉଠାଇ ତଳକୁ ଛେଚି ଦେବା — ୧. To dash down a thing after raising it up.

୨: ହସ୍ତମୈଥୁନ କରିବା — ୨. To practise masturbation.