କଚିରିଫେରନ୍ତା
ଦେଖଣା
କଚିରିଫେରନ୍ତା —
ଉଚ୍ଚାରଣ: Kachiripherantā
ଦେ. ବିଣ —
୧: କଚିରିରୁ ଫେରୁ ଥିବା (ଲୋକ) — ୧. (a person) Just back from court or office.
୨: କଚିରିରୁ ଫେରିବା (ବେଳ) — ୨. (time) Of returning from court.