Jump to content

କଚିରି କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚିରି କରିବା
ଉଚ୍ଚାରଣ: Kachiri karibā
কচারি করা कचहरीजमाना

ଦେ. କ୍ରି —

୧: (କର୍ମଚାରୀ) ପକ୍ଷମାନଙ୍କୁ ଏକତ୍ର କରି ବିଚାରାଳୟ ବା କାର୍ଯ୍ୟାଳୟରେ ବସି କାର୍ଯ୍ୟ କରିବା —୧. To hold court.

୨: ଗୁଡ଼ିଏ ଲୋକ କଚିରିରେ ରୁଣ୍ଡ ହେବା ଭଳି ରୁଣ୍ଡ ହେବା —୨. (a multitude of people) To gather as in a public court or office.

୩: ଅନେକ ଲୋକଙ୍କୁ କଚିରିରେ ଏକତ୍ର ହେଲାପରି ରୁଣ୍ଡ କରାଇବା —୩. To collect a multitude of people as in a public court or office.