Jump to content

କଚିରି ଘର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚିରି ଘର
ଉଚ୍ଚାରଣ: Kachiri ghara
কাচারিঘর

ଦେ. ବି —

୧: ଜମିଦାରମାନଙ୍କର ଖଜଣା ଅସୁଲ କରିବା କର୍ମଚାରୀମାନଙ୍କ ପାଇଁ ନିର୍ମିତ ଗୃହ — ୧. The cutcheri house of Zamindars for accomodating persons collecting rent.

୨: ରାଜକୀୟ କାର୍ୟ୍ୟାଦି ଯେଉଁ ଘରେ ହୁଏ; ସାଧାରଣ କାର୍ୟ୍ୟାଳୟ —୨. A public office.