Jump to content

କଚିରି ବରଖାସ୍ତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚିରି ବରଖାସ୍ତ୍
ଉଚ୍ଚାରଣ: Kachiri barakhāst
কাচারিবরখাস্ত कचहरिवरखास्त

ବୈଦେ. ବି. (ଆ. କଚହରି+ବରଖାସ୍ତ) —

କଚିରିର କାର୍ଯ୍ୟ ସମାପନାନ୍ତେ କଚିରି ବନ୍ଦ ହେବା —The closing of a court or office after the day's work.

ପାଗ ବାନ୍ଧୁ ବାନ୍ଧୁ କଚିରି ବରଖାସ୍ତ—ଢଗ