କଚୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚୁ
ଉଚ୍ଚାରଣ: Kachu

ସଂ. ବି (କଚ୍ ଧାତୁ=ବାନ୍ଧିବା+କର୍ତ୍ତୃ. ଉ; ୟାହା କୋଷ୍ଠ— ବଦ୍ଧ କରେ) —

ସାରୁ; କୃଷିଜାତ କନ୍ଦବିଶେଷ — An esculent root; Colocacia Antiquorum; Taro Colocasia.

[ଦ୍ର—ଏହା ପିଚ୍ଛଳ, ଗୁରୁପାକ, ମଳରୋଧକ, ବାୟୁ, ପିତ୍ତ ଓ ଆମବର୍ଦ୍ଧକ]