କଚୁରା
ଦେଖଣା
କଚୁରା —
ଉଚ୍ଚାରଣ: kachurā
ସଂ. ପର୍ୟ୍ୟାୟ
କର୍ଚ୍ଚୂର, ଶଟୀ ଦ୍ରାବିଡ଼
କର୍ଶ୍ୟ ଗନ୍ଧମୂଳକ, ଗନ୍ଧସାର,
ବେଧମୁଖ; ଜଟାଳ कचूर, नरकचूर শটী ମ. କଚୋରା
ଗୁ. କଚୂରୀ
ଫା. ଜରଂବାଦ୍
ଆ. ଏର୍କୁଲ୍କାଫୁର୍
ଦେ. ବି. (ସଂ. କର୍ଚୂର) —
ଏକ ପ୍ରକାର ଗଦ; ଏହା ହଳଦି ପରି କିନ୍ତୁ ଏଥିରେ ବାସନା କର୍ପୂର ପରି —A kind of herbarious root; Curcuma zedoaria (Haines).
[ଦ୍ର—ଏହା ରେଚକ, ଅଗ୍ନିଦୀପକ ଓ ବାତ ଏବଂ କଫନାଶକ ଏଥିରୁ ପାଳୁଆ ତିଆରି ହୁଏ, ଏହା କୁଷ୍ଠ, ଅର୍ଶଃ, ବ୍ରଣ, କାସ, ଶ୍ବାସ, ଗୁଳ୍ମ, ବାୟୁ ଓ କଫନାଶକ; ଏହାଦ୍ବାରା ଗଳଗଣ୍ଡ, ଗଣ୍ଡମାଳା ନିବାରିତ ହୁଏ]