କଚେବାର
ଦେଖଣା
କଚେବାର —
ଉଚ୍ଚାରଣ: Kachebāra
কচেবার
ଦେ. ବି. —
୧: ପଶାଖେରେ ୩: ଖଣ୍ଡି କାଠିରେ ମୋଟରେ ୧୨: ପଡ଼ିବା ଅର୍ଥାତ୍ ଖଣ୍ଡିକରେ ୬: ; ଖଣ୍ଡିକରେ ୫: ଓ ଖଣ୍ଡିକରେ ୧: ପଡ଼ିବାର ଦାନ (ଅନ୍ୟଟି ପୁଅ ବାର; ଅର୍ଥାତ୍ ୬+୬+୧=୧୩: ) —୧. A turn of the dice resulting in number ୧୨, comprising of ୬ in one, ୫ in one and ୧ in one, thus totalling ୧୨.
୨: (ଲକ୍ଷଣାର୍ଥ) ସୌଭାଗ୍ୟୋଦୟ —୨. Prosperity.