Jump to content

କଚେବାର ପଡ଼ିଛି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚେବାର ପଡ଼ିଛି (ତାକୁ) —
ଉଚ୍ଚାରଣ: Kachebāra paṟḍ̠ichhi

ସ ବନ୍ଧନମୁକ୍ତ ହୋଇ ସ୍ବାଧୀନଭାବରେ ବିଚରଣ କରୁଛି; ତାକୁ ବଡ଼ ସୁବିଧା ପଡ଼ିଛି; ତାକୁ ହସ କଉତୁକ ବା ଖେଳ କରିବାର ବେଳ ପଡ଼ିଛି —He is freed from all restraints; he is now enjoying happiness and joy.