Jump to content

କଚ୍କାଚ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚ୍କାଚ୍
ଉଚ୍ଚାରଣ: Kachkāch

ଦେ. ଅ. (ଧ୍ଵନ୍ୟନୁକରଣ) —

ଭୂମିରେ କଚି ହୋଇ ପଡ଼ିଗଲା ପରି ଶବ୍ଦ କରି ଥରକୁ ଥର ପଡ଼ିୟିବା — Falling down by producing repeated thumpling sounds.

(ଯଥା—ସେ କଚ୍କାଚ୍ ପଡ଼ିଲା)