Jump to content

କଚ୍ଚାବଚ୍ଚା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚ୍ଚାବଚ୍ଚା
ଉଚ୍ଚାରଣ: Kachchābachchā
কচ্চাবাচ্চা कच्चे बेच्चे, कच कच

ଦେ. ବି. (ଆ. କଚ୍ଚା=ଅଳ୍ପ ବୟସ୍କ+ସଂ. ବତ୍ସ; ହି. ବଚ୍ଚା; ସହଚର) —

ବହୁ ଛୋଟ ପିଲା; ଅଣ୍ଡାବଚ୍ଚା — A large number of infants.

(ଯଥା—ତାକୁ ମହାପ୍ରଭୁ ଗୁଡ଼ିଏ କଚ୍ଚାବଚ୍ଚା ଦେଇଛନ୍ତି)