କଚ୍ଚିତ୍
ଦେଖଣା
କଚ୍ଚିତ୍ —
ଉଚ୍ଚାରଣ: Kachchit
ସଂ. ଅ. (କୁ ସ୍ଥାନରେ କତ୍=ମଳ+ଚି ଧାତୁ=ଚୟନ କରିବା +କର୍ମ. କ୍ବିପ୍)—(ପ୍ରଶ୍ନାର୍ଥକ; କୌଣସି ଅଭିଳାଷ ପ୍ରକାଶସୂଚକ) —
୧: ସତେ? —୧. Is it so?
୨: ଅବା —୨. Whether.
୩: ସମ୍ଭବତଃ; ବୋଧ ହୁଏ — ୩. Most probably; it seems.