କଚ୍ଛକରିବା
ଦେଖଣା
କଚ୍ଛକରିବା —
ଉଚ୍ଚାରଣ: kachha karibā
বাঁটা
बाँटना
ଦେ. କ୍ରି —
୧: ବହୁ ସମାନ ଭାଗରେ ବାଣ୍ଟି ଦେବା — ୧. To divide into several equal shares; to partition.
୨: ଭିନ୍ନ ଭିନ୍ନ ଅଂଶୀଦାରଙ୍କ ହିଁସାରେ ପଡ଼ିଥିବା ସମ୍ପତ୍ତିକୁ ପୃଥକ୍ ପୃଥକ୍ କରି ରଖିବା — ୨. To allot separate properties to separate share-holders.