Jump to content

କଚ୍ଛପିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚ୍ଛପିକା
ଉଚ୍ଚାରଣ: Kachchhapikā

ସଂ. ବି. ସ୍ତ୍ରୀ—(କଚ୍ଛପ+ଇକ+ସ୍ତ୍ରୀ. ଆ; ଏହାର ଆକୃତି କଚ୍ଛପ ପରି) —

୧: ଆବୁ —୧. A wart.

୨: ବୃହତ୍ ବ୍ରଣ; ପୃଷ୍ଠବ୍ରଣ — ୨. A big boil; cancer; carbuncle.

୩: କଇଞ୍ଚିଆ ରୋଗ —୩. Abdominal tumour.