Jump to content

କଚ୍ଛପୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚ୍ଛପୀ
ଉଚ୍ଚାରଣ: Kachchhapī

ସଂ. ବି. ସ୍ତ୍ରୀ (କଚ୍ଛପ+ସ୍ତ୍ରୀ. ଈ) —

୧: ବୀଣାବିଶେଷ — ୧. A kind of harp.

୨: ସରସ୍ବତୀଙ୍କ ବୀଣା —୨. The lute of Saraswatī, the Goddess of Learning.

୩: କ୍ଷୁଦ୍ର କଚ୍ଛପ —୩. Small tortoise.

୪: ମାଇ କଚ୍ଛପ —୪. Female turtle.

୫: ବ୍ରଣ ରୋଗବିଶେଷ; ପୃଷ୍ଠବ୍ରଣ —୫. Carbuncle.