କଚ୍ଛି ମଇମନ୍
ଦେଖଣା
କଚ୍ଛି ମଇମନ୍ —
ଉଚ୍ଚାରଣ: Kachchhi maiman
ଦେ. ବି. —
କଚ୍ଛିଅଧିବାସୀ ମୁସଲମାନ — The Cutchee Memmons.
[ଦ୍ର—ଏମାନଙ୍କ ମଧ୍ୟରେ ହିନ୍ଦୁ ଆଇନ୍ ଅନୁସାରେ ସମ୍ପତି ବଣ୍ଟନ ହୁଏ ପୂର୍ବେ ଏମାନେ ହିନ୍ଦୁ ଥିଲେ ପରେ ମୁସଲମାନ ଧର୍ମରେ ଦୀକ୍ଷିତ ହୋଇଅଛନ୍ତି; କିନ୍ତୁ ଏମାନେ ହିନ୍ଦୁ ଦାୟଭାଗ ଅନୁସାରେ ଚଳନ୍ତି]