Jump to content

କଛ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଛ
ଉଚ୍ଚାରଣ: Kachha

ଦେ. ବି. (ସଂ. କଚ୍ଛ) —

କଚ୍ଛ (ଦେଖ) Kachchha (See).

ଦେ. ବିଣ —

କଚ୍ଛ (ଦେଖ) Kachchha (See).

( ୧: ) ସାତ୍ୟକି ବଳକୁ ତ ଡରି ପଳାଉଛୁ କି ରୂପେ ପାଣ୍ଡବେ ୟୁଝିବ ହୋଇ କଛ (=ସମକକ୍ଷ) କୃଷ୍ଣସିଂହ. ମହାଭାରତ. ଦ୍ରୋଣ ( ୨: ) ଭୁରୁ ବେନି କାମଧେନୁକୁ ହେବ କଚ୍ଛ (=ତୁଳନୀୟ) କୃଷ୍ଣସଂହ. ମହାଭାରତ. ସଭା