କଛାକଛି ହେବା
ଦେଖଣା
କଛାକଛି ହେବା —
ଉଚ୍ଚାରଣ: Kachhākachhi hebā
ଦେ. କ୍ରି. (ସଂ. କକ୍ଷ) —
୧: (ଦୁଇ ବସ୍ତୁ) ଠିକ୍ରୂପେ ବା ସର୍ବାଂଅଶଂରେ ସମାନ ହେବା — ୧. (two things) To tally exactly with each other.
୨: ଅନ୍ୟୋଽନ୍ୟ ପରିମାଣ କରାୟିବା — ୨. (two things) To be measured by one another.
୩: ଅନ୍ୟାଽନ୍ୟ ତୁଳନା କରାୟିବା — ୩. (two thing) To be compared with each other.