Jump to content

କଛାମୁଠି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଛାମୁଠି
ଉଚ୍ଚାରଣ: Kachhāmuṭhi

ଦେ. ବି —

୧: କଛାର ଯେଉଁ ଅଂଶ ଅଣ୍ଟା ଓ ଗୁହ୍ୟ ଦ୍ବାରର ମଝିରେ ଥାଏ —୧. The part of the cloth tucked along the private parts.

୨: ଶରୀରର ଦୁଇ ପିଚା ମଧ୍ୟ ଭାଗ; କଟିତଳ ଶରୀରର ମଧ୍ୟ ଭାଗ — ୨. The part of the body between the hips.