Jump to content

କଛାହଗୁରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଛାହଗୁରା
ଉଚ୍ଚାରଣ: Kachhāhagurā

(କଛାହଗୁରୀ—ସ୍ତ୍ରୀ)  

ଦେ. ବିଣ. ପୁଂ —

୧: ଯେଉଁ ବ୍ୟକ୍ତି ଝାଡ଼ାର ବେଗ ସମ୍ବାଳି ନ ପାରି କଛା ଫିଟାଉ ଫିଟାଉ ଝାଡ଼ାଫେରି ପକାଏ —୧. A person who soils his cloth in haste to ease himself.

୨: (ଲକ୍ଷଣାର୍ଥ—ଯେ ଡରରେ କଛାରେ ଝାଡ଼ାଫେରେ)— ଅତ୍ୟନ୍ତ ଡରକୁଳା —୨. (figurative) Very timid.