Jump to content

କଛା ଗଇଣ୍ଠାଗଇଣ୍ଠି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଛା ଗଇଣ୍ଠାଗଇଣ୍ଠି
ଉଚ୍ଚାରଣ: Kachhā gaiṇṭhāgaiṇṭhi

ଦେ. ବି —

ପୂର୍ବକାଳରେ ଦୁଇ ଜଣ ଅପରାଧି ବ୍ୟକ୍ତି ପ୍ରତି ଦିଆୟିବା ଦଣ୍ଡବିଶେଷ; ଦୁଇ ଜଣ ବ୍ୟକ୍ତିଙ୍କୁ ପରସ୍ପର ବିପରୀତ ଦିଗକୁ ମୁହଁ କରି ଠିଆ କରାଇ ଦୁହିଁଙ୍କ କଛାକୁ ଗଣ୍ଠି ପକାଇଦେଇ ଏକ ସ୍ଥାନରେ ଠିଆ କରାଇଦେବାରୂପ ଦଣ୍ଡ —A kind of punishment consisting of making two culprits stand back to back by tying the back-ends of their tucked cloths.